ଆଇଆଇଟି ହାଇଦ୍ରାବାଦରେ ଓଡ଼ିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହଷ୍ଟେଲରୁ ମିଳିଲା ମୃତଦେହ ସୋନପୁର ଆଇଆଇଟି ହାଇଦ୍ରାବାଦରେ ଓଡ଼ିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହଷ୍ଟେଲରୁ ମିଳିଲା ମୃତଦେହ August 9, 2023 ସୁବର୍ଣ୍ଣପୁର : ଆଇଆଇଟି, ହାଇଦ୍ରାବାଦରେ ଓଡ଼ିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ହଷ୍ଟେଲ ବନ୍ଦ କୋଠରୀରୁ ମିଳିଲା ମୃତଦେହ। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ଝିଅ ନମିତା ନାଏକଙ୍କ ମୃତଦେହ ହଷ୍ଟେଲ ରୁମରୁ ଉଦ୍ଧାର ହୋଇଛି ।... Read More