ଏଣିକି ଆଇସିଆଇସିଆଇ ଏଟିଏମରୁ ୩ ଥର ଟଙ୍କା ଉଠାଇବା ପରେ ଲାଗିବ ଚାର୍ଜ ଦେଶ-ବିଦେଶ ବାଣିଜ୍ୟ ଏଣିକି ଆଇସିଆଇସିଆଇ ଏଟିଏମରୁ ୩ ଥର ଟଙ୍କା ଉଠାଇବା ପରେ ଲାଗିବ ଚାର୍ଜ July 10, 2021 ନୂଆଦିଲ୍ଲୀ : ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା । ଭାରତୀୟ ଷ୍ଟେଟ ବ୍ୟାଙ୍କ ପରେ ବର୍ତ୍ତମାନ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ଏଟିଏମରୁ କ୍ୟାସ ଉଠାଇବା ଓ ଚେକବୁକ ଚାର୍ଜ ବଢ଼ାଇ ଦେଇଛି।... Read More