ପିସିବିର ‘ହାଇବ୍ରିଡ୍ ମଡେଲ୍’କୁ ଖାରଜ କଲେ ତିନି କ୍ରିକେଟ୍ ବୋର୍ଡ, ଓହରି ପରେ ଆୟୋଜକ ପାକିସ୍ତାନ ଖେଳ ପିସିବିର ‘ହାଇବ୍ରିଡ୍ ମଡେଲ୍’କୁ ଖାରଜ କଲେ ତିନି କ୍ରିକେଟ୍ ବୋର୍ଡ, ଓହରି ପରେ ଆୟୋଜକ ପାକିସ୍ତାନ June 7, 2023 ନୂଆଦିଲ୍ଲୀ: ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ପ୍ରସ୍ତାବିତ ‘ହାଇବ୍ରିଡ୍ ମଡେଲ୍’କୁ ଖାରଜ କରିବା ପରେ ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରୁ ଆୟୋଜକ ପାକିସ୍ତାନ ଓହରି ଯାଇପାରେ । ପାକିସ୍ତାନ କ୍ରିକେଟ୍... Read More