ଆହୁରି ୩ ଦିନ ତାତିବ, ମେ ପ୍ରଥମ ସପ୍ତାହରେ କମିବ ତାପମାତ୍ରା ରାଜ୍ୟ ଆହୁରି ୩ ଦିନ ତାତିବ, ମେ ପ୍ରଥମ ସପ୍ତାହରେ କମିବ ତାପମାତ୍ରା April 29, 2022 ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ଲହର ଜାରି ରହିଛି । ଆହୁରି ୩ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । ୩ ଦିନ ପରେ ମେ ପହିଲାରେ ତାପମାତ୍ରାରେ ହ୍ରାସ ଘଟିବ... Read More