ହିଞ୍ଜଳ ଜଗାରେ ହାର୍ଟ ଚେକଅଫ୍ ଶିବିର ପୁରୀ ହିଞ୍ଜଳ ଜଗାରେ ହାର୍ଟ ଚେକଅଫ୍ ଶିବିର December 18, 2022 ପୁୁରୀ : ବାଲିସାହି ହିଞ୍ଜଳ ଜାଗା ପରିସରରେ ଥିବା କଲ୍ୟାଣ ମଣ୍ଡପରେ ୨ ଦିନିଆ ହାର୍ଟ ଚେକଅଫ୍ ଶିବିର ଉଦ୍ଘାଟିତ ହୋଇଯାଇଛି । ଶିବିରକୁ ଉଦ୍ଘାଟନ କରିଥିଲେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ।... Read More