ଆଜି ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀ ନୀତି ପୁରୀ ଆଜି ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀ ନୀତି July 29, 2023 ପଞ୍ଚମାସାନଭିବ୍ୟାପ୍ୟ ଭ୍ରମାଦ୍ ଯଦି ହରେଶ୍ଚ ତତ୍ସ୍ୱାପକର୍ମ ଯଦା ଭୂୟାତ୍ତଦା ଲୋକେ ମହଦ୍ଭୟମ୍।ଦେଶୋଚ୍ଛେଦନମତ୍ୟୁଗ୍ରଂ ରାଜା ନଶ୍ୟେତ୍ତଦା ଧ୍ରୁବମ୍।-ନୀଳାଦ୍ରି ମହୋଦୟଃ, ୧୭/୩୩-୩୪ ଶାସ୍ତ୍ର ଅନୁସାରେ, ଚାରିମାସ ହେଉଛି ହରିଶୟନ ନୀତି। ଏହା ସାଧାରଣତଃ ଆଷାଢ଼ ଶୁକ୍ଳ ଏକାଦଶୀରୁ... Read More