କଣ୍ଠଶିଳ୍ପୀ ଗୁଡ୍ଲି ରଥଙ୍କୁ ହୃଦ୍ଘାତ, ଡାକ୍ତରଖାନାରେ ଭର୍ତ୍ତି ମନୋରଞ୍ଜନ ରାଜ୍ୟ କଣ୍ଠଶିଳ୍ପୀ ଗୁଡ୍ଲି ରଥଙ୍କୁ ହୃଦ୍ଘାତ, ଡାକ୍ତରଖାନାରେ ଭର୍ତ୍ତି October 23, 2021 ଭୁବନେଶ୍ୱର: ସଙ୍ଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ଗୁଡ୍ଲି ରଥଙ୍କୁ ହୃଦ୍ଘାତ ହୋଇଛି। ତାଙ୍କୁ ରାଜଧାନୀର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସ୍ବତନ୍ତ୍ର ଯତ୍ନ କୋଠରିରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ୪୮... Read More