ରଥଯାତ୍ରା ପାଇଁ ଘୁମୁସର ବନଖଣ୍ଡରୁ କଟାଗଲା କାଠ ଗଞ୍ଜାମ ରଥଯାତ୍ରା ପାଇଁ ଘୁମୁସର ବନଖଣ୍ଡରୁ କଟାଗଲା କାଠ March 31, 2023 ଭଞ୍ଜନଗର : ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଏବର୍ଷ ଗଞ୍ଜାମ ଜିଲାର ଘୁମୁସର ବନଖଣ୍ଡରୁ କାଠ ନିଆଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରାଯାଇଥିବା ଗଛ କଟାଯାଇଛି । ଉତ୍ତର ଘୁମୁସର... Read More