ଲିଙ୍ଗ ନିରୂପଣ ମାମଲା ; ଡାକ୍ତରଙ୍କୁ ୨ ବର୍ଷ ୩ ମାସ ଜେଲ୍ ଅପରାଧ ଭୁବନେଶ୍ୱର ଲିଙ୍ଗ ନିରୂପଣ ମାମଲା ; ଡାକ୍ତରଙ୍କୁ ୨ ବର୍ଷ ୩ ମାସ ଜେଲ୍ September 12, 2022 ଭୁବନେଶ୍ୱର : ବିନା ଲାଇସେନ୍ସରେ ଲିଙ୍ଗ ନିରୂପଣ ମାମଲାରେ ଜଣେ ଡାକ୍ତରଙ୍କୁ ଜେଲ ସଜା ହୋଇଛି । ଅଭିଯୁକ୍ତ ଡାକ୍ତରଙ୍କ ନାମ ରାଜ କିଶୋର ସାହୁ । ଲିଙ୍ଗ ନିରୂପଣ ମାମଲାରେ ଜେଏମଏଫସି କୋର୍ଟ... Read More