ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ବହୁ ପ୍ରତୀକ୍ଷିତ ଅଡିଟୋରିୟମକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ବହୁ ପ୍ରତୀକ୍ଷିତ ଅଡିଟୋରିୟମକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ July 15, 2023 ସମ୍ବଲପୁର : ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ବହୁ ପ୍ରତୀକ୍ଷିତ ଅଡିଟୋରିୟମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି। ଏହାଦ୍ୱାରା ସାକାର ହୋଇଛି ଛାତ୍ରଛାତ୍ରୀଙ୍କ ସ୍ବପ୍ନ। ଜିଏମ ବିଶ୍ବବିଦ୍ୟାଳୟ ପରିସରରେ ୧୩ କୋଟି... Read More