ନୂଆଗାଁ-ଓଡଗାଁ ଷ୍ଟେସନ ମଧ୍ୟରେ ମାଲ୍ଗାଡି ଲାଇନଚ୍ୟୁତ୍ ରାଉରକେଲା ନୂଆଗାଁ-ଓଡଗାଁ ଷ୍ଟେସନ ମଧ୍ୟରେ ମାଲ୍ଗାଡି ଲାଇନଚ୍ୟୁତ୍ September 23, 2021 ରାଉରକେଲା : ରାଉରକେଲା-ରାଞ୍ଚି ରେଳମାର୍ଗର ନୂଆଗାଁ ଓ ଓଡଗାଁ ଷ୍ଟେସନ ମଧ୍ୟରେ ବୁଧବାର ଏକ ମାଲଗାଡି ଲାଇନଚ୍ୟୁତ୍ ହୋଇଛି। ମାଲଗାଡିର ଗୋଟିଏ ବଗି ଲାଇନଚ୍ୟୁତ୍ ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ କିଛି କ୍ଷୟକ୍ଷତି ହୋଇ ନଥିବାବେଳେ... Read More