ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା : ୩୬ ଘଣ୍ଟା ମଧ୍ୟରେ ଏନ୍କାଉଂଟରରେ ୫ ଆତଙ୍କୀ ନିହତ ଦେଶ-ବିଦେଶ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା : ୩୬ ଘଣ୍ଟା ମଧ୍ୟରେ ଏନ୍କାଉଂଟରରେ ୫ ଆତଙ୍କୀ ନିହତ December 25, 2021 ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା । ଗତ ୩୬ ଘଂଟା ମଧ୍ୟରେ ୫ ଆତଙ୍କବାଦୀଙ୍କୁ ସଫା କରିସାରିଲେଣି ଯବାନ । ଶନିବାର ସନ୍ଧ୍ୟାରେ ଅବନ୍ତିପୋରାର ତ୍ରାଲ... Read More