ଝାରସୁଗୁଡ଼ା ଉପ-ନିର୍ବାଚନ : ଆଜି ଥମିବ ପ୍ରଚାର, ୧୦ରେ ଭୋଟ୍ ଝାରସୁଗୁଡ଼ା ଝାରସୁଗୁଡ଼ା ଉପ-ନିର୍ବାଚନ : ଆଜି ଥମିବ ପ୍ରଚାର, ୧୦ରେ ଭୋଟ୍ May 8, 2023 ଝାରସୁଗୁଡ଼ା : ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ସଂଧ୍ୟାରେ ଥମିବ ପ୍ରଚାର। ଏପ୍ରିଲ ତୃତୀୟ ସପ୍ତାହରେ ଆରମ୍ଭ ହୋଇଥିବା ପ୍ରଚାର ଏହି ମାସ ପ୍ରଥମ ସପ୍ତାହରେ ଜୋର୍ ଧରିଥିଲା । ବିଭିନ୍ନ... Read More