ଦୂରନ୍ତ ଏକ୍ସପ୍ରେସ୍ ଲାଇନଚ୍ୟୁତ ଯାଜପୁର ଦୂରନ୍ତ ଏକ୍ସପ୍ରେସ୍ ଲାଇନଚ୍ୟୁତ December 3, 2021 ଯାଜପୁର : ହରିଦାସପୁର ଷ୍ଟେସନ୍ ନିକଟରେ ଦୂରନ୍ତ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଟ୍ରେନର ଜେନେରେଟର ବଗିଟି ଧାରଣାରୁ ବାହାରି ଯାଇଛି । ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ସୂଚନା ମିଳିଛି ।... Read More