ପ୍ରଥମ ଭାରତୀୟ ଭାବେ ‘ଡାଏମଣ୍ଡ୍ ଲିଗ୍ ଟାଇଟଲ୍’ ଜିତିଲେ ନୀରଜ ଚୋପ୍ରା, ରଚିଲେ ଇତିହାସ ଖେଳ ପ୍ରଥମ ଭାରତୀୟ ଭାବେ ‘ଡାଏମଣ୍ଡ୍ ଲିଗ୍ ଟାଇଟଲ୍’ ଜିତିଲେ ନୀରଜ ଚୋପ୍ରା, ରଚିଲେ ଇତିହାସ September 9, 2022 ନୂଆଦିଲ୍ଲୀ : ପୁଣି ଥରେ ଇତିହାସ ରଚିଲେ ଭାରତର ଷ୍ଟାର୍ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା । ଭାରତର ପ୍ରଥମ ଆଥ୍ଲେଟ ଭାବେ ଚଳିତ ବର୍ଷ ଜାଭେଲିନ୍ ଥ୍ରୋ’ରେ ଡାଏମଣ୍ଡ ଲିଗ୍ ଟାଇଟଲ ହାତେଇଛନ୍ତି... Read More