ବିଂଶତମ ପାରା ଆଥ୍ଲେଟିକ୍ସ ଚାମ୍ପିଅନ୍ଶିପ୍ : ଜୟନ୍ତୀଙ୍କୁ ଦ୍ୱିତୀୟ ସ୍ୱର୍ଣ୍ଣ, ଦେବବ୍ରତଙ୍କୁ ରୌପ୍ୟ ଖେଳ ବିଂଶତମ ପାରା ଆଥ୍ଲେଟିକ୍ସ ଚାମ୍ପିଅନ୍ଶିପ୍ : ଜୟନ୍ତୀଙ୍କୁ ଦ୍ୱିତୀୟ ସ୍ୱର୍ଣ୍ଣ, ଦେବବ୍ରତଙ୍କୁ ରୌପ୍ୟ March 31, 2022 ଭୁବନେଶ୍ୱର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ଓ କିଟ୍ ଗାଉଣ୍ଡ୍ରେ ଚାଲିଥିବା ବିଂଶତମ ପାରା ଆଥ୍ଲେଟିକ୍ସ ଚାମ୍ପିଅନ୍ଶିପ୍ର ତୃତୀୟ ଦିନରେ ଓଡ଼ିଶାକୁ ଦୁଇଟି ପଦକ ମିଳିଛି। ଚାମ୍ପିଅନ୍ଶିପ୍ରେ ଜୟନ୍ତୀ ବେହେରା ବ୍ୟକ୍ତିଗତ ଦ୍ୱିତୀୟ ତଥା... Read More