ସନ୍ଦେହ ଜନକ ଅବସ୍ଥାରେ ପଥର ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଖୋର୍ଦ୍ଧା ସନ୍ଦେହ ଜନକ ଅବସ୍ଥାରେ ପଥର ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର November 24, 2021 ଖୋର୍ଦ୍ଧା : ପୋଖରୀରେ ଭାସୁଛି ମୃତଦେହ । ସନ୍ଦେହ ଜନକ ଅବସ୍ଥାରେ ପଥର ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଜଟଣୀ ଷଣ୍ଢପୁର ଏଫସିଆଇ ପଥର ଖଣିରେ... Read More