ଧରଣୀଧର ମହାବିଦ୍ୟାଳୟ; ୧୩ଟି ବିଷୟରେ ଖୋଲିଲା ସ୍ନାତକୋତର କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟ; ୧୩ଟି ବିଷୟରେ ଖୋଲିଲା ସ୍ନାତକୋତର November 30, 2022 କେନ୍ଦୁଝର : କେନ୍ଦୁଝର ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କଳା ଏବଂ ବିଜ୍ଞାନରେ ୧୩ଟି ବିଷୟରେ ସ୍ନାତକୋତର ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଛି । ସବୁ ବିଭାଗରେ... Read More