କାର୍ ଧକ୍କାରେ କନେଷ୍ଟବଳ ମୃତ କଟକ କାର୍ ଧକ୍କାରେ କନେଷ୍ଟବଳ ମୃତ September 5, 2021 ବାଙ୍କି : ବାଙ୍କି-କଟକ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍ ଧକ୍କାରେ କନେଷ୍ଟବଳ ମୃତ । କାରଟି ଆଠଗଡ ପଟୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟାଇଛି । ବାଙ୍କିରେ... Read More