ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡି ୨ ନାବାଳକ ନିଖୋଜ ମାଲକାନଗିରି ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡି ୨ ନାବାଳକ ନିଖୋଜ June 7, 2023 ମାଲକାନଗିରି : ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡିଯିବାରୁ ୨ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି । ମାଲକାନଗିରି ଜିଲ୍ଲା ଖିଇରପୁଟ ବ୍ଳକରେ ଜଳଭଣ୍ଡାରର ଉପରପାର୍ଶ୍ୱ କେନାଲରେ ଏହି ଘଟଣା ଘଟିଛି । ନିଖୋଜ... Read More