ମହିଳା ପ୍ରୋ ଲିଗ୍: ସବିତା କ୍ୟାପଟେନ, ଓଡ଼ିଆ ଖେଳାଳି ଦୀପ ଗ୍ରେସ୍ ଉପ-ଅଧିନାୟକ ଖେଳ ମହିଳା ପ୍ରୋ ଲିଗ୍: ସବିତା କ୍ୟାପଟେନ, ଓଡ଼ିଆ ଖେଳାଳି ଦୀପ ଗ୍ରେସ୍ ଉପ-ଅଧିନାୟକ May 22, 2022 ନୂଆଦିଲ୍ଲୀ: ଜୁନରେ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ୍ସରେ ହେବାକୁ ଥିବା ଏଫ୍ଆଇଏଚ୍ (ଆନ୍ତର୍ଜାତୀୟ ହକି ଫେଡେରେସନ୍) ପ୍ରୋ ଲିଗ୍ ମ୍ୟାଚ୍ ପାଇଁ ସବିତା ପୁନିଆଙ୍କ ନେତୃତ୍ୱରେ ଭାରତ ଶନିବାର ୨୪ ଜଣିଆ ମହିଳା ହକି ଦଳ... Read More