ଭାରତରେ ବ୍ୟବସାୟ କଲେ ନିୟମ ମାନିବାକୁ ବାଧ୍ୟ, ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ : ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଦେଶ-ବିଦେଶ ଭାରତରେ ବ୍ୟବସାୟ କଲେ ନିୟମ ମାନିବାକୁ ବାଧ୍ୟ, ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ : ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର March 2, 2023 ନୂଆଦିଲ୍ଲୀ: ଭାରତରେ ବ୍ୟବସାୟ କରୁଥିବା ବିଦେଶୀ କମ୍ପାନୀଗୁଡିକ ଭାରତୀୟ ନୀତି ନିୟମ ମାନିବାକୁ ବାଧ୍ୟ। ଯଦି ସେମାନେ ଭାରତୀୟ ନିୟମକୁ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସ୍ବାଭାବିକ ବୋଲି... Read More