ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା; ମହାପ୍ରଭୁଙ୍କ ମସ୍ତକରେ ଲାଗିଲା ବ୍ରହ୍ମଜ୍ୟୋତି ହୀରା ପୁରୀ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା; ମହାପ୍ରଭୁଙ୍କ ମସ୍ତକରେ ଲାଗିଲା ବ୍ରହ୍ମଜ୍ୟୋତି ହୀରା July 28, 2022 ପୁରୀ : ଶ୍ରାବଣ ଅମାବାସ୍ୟା ତିଥି ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଚିତାଲାଗି କରାଯାଇଛି । ଭୋଗମଣ୍ଡପ ପରେ ପତିମହାପାତ୍ର ତିନି ଠାକୁରଙ୍କ ଚିତାକୁ ସଂସ୍କାର କରିଥିଲେ । ପରେ ତିନି ବାଡର ବାଡଗ୍ରାହୀ... Read More