ହକି ବିଶ୍ବ କପ୍ ଟ୍ରଫିକୁ ସ୍ବାଗତ ପାଇଁ ସାଇକ୍ଲୋଥନ୍ ବ୍ରହ୍ମପୁର ହକି ବିଶ୍ବ କପ୍ ଟ୍ରଫିକୁ ସ୍ବାଗତ ପାଇଁ ସାଇକ୍ଲୋଥନ୍ January 10, 2023 ବ୍ରହ୍ମପୁର : ହକି ବିଶ୍ବ କପ୍ ଟ୍ରଫିକୁ ସ୍ବାଗତ କରିବା ପାଇଁ ମଙ୍ଗଳବାର ପୂର୍ବାହ୍ନରେ ଆୟୋଜିତ ହେଲା ସାଇକ୍ଲୋଥନ୍। ବ୍ରହ୍ମପୁର ଷ୍ଟାଡିୟମରୁ ଶତାଧିକ ଯୁବକ ଯୁବତୀ, କ୍ରୀଡ଼ାବିତ୍ ଉତ୍ସାହ ସହକାରେ ଏଥିରେ ସାମିଲ ହୋଇଥିଲେ।... Read More