କବି ଜଳଧର ପଣ୍ଡାଙ୍କ କବିତା ସଂକଳନ ‘ବାୟାବସା’ ଲୋକାର୍ପିତ କବିତା ବାଲେଶ୍ୱର କବି ଜଳଧର ପଣ୍ଡାଙ୍କ କବିତା ସଂକଳନ ‘ବାୟାବସା’ ଲୋକାର୍ପିତ December 11, 2022 ବାଲେଶ୍ୱର : ବାଲେଶ୍ୱର ସହର ଉପକଣ୍ଠ କୁୁରୁଡ଼ା ସ୍ଥିତ ଏକ ଘରୋଇ କଲ୍ୟାଣମଣ୍ଡପ ପରିସରରେ କବି ଜଳଧର ପଣ୍ଡାଙ୍କ କବିତା ସଂକଳନ ‘ବାୟାବସା’ ଲୋକାର୍ପିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ରେବତୀ ପତ୍ରିକାର ସମ୍ପାଦିକା... Read More