୨୮, ୨୯ରେ ଭାରତ ବନ୍ଦ, ପ୍ରଭାବିତ ହେବ ବ୍ୟାଙ୍କିଙ୍ଗ୍ ସେବା! ଦେଶ-ବିଦେଶ ୨୮, ୨୯ରେ ଭାରତ ବନ୍ଦ, ପ୍ରଭାବିତ ହେବ ବ୍ୟାଙ୍କିଙ୍ଗ୍ ସେବା! March 27, 2022 ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଟ୍ରେଡ ୟୁନିଅନ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦେଇଛି। ବ୍ୟାଙ୍କ ୟୁନିଅନମାନେ ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି ଓ ଏଥିରେ ସାମିଲ ହେବାକୁ ନିଷ୍ପତ୍ତି... Read More