ବାହୁଡ଼ାରେ ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଆହତ ଭୋଇ ସେବକଙ୍କ ମୃତ୍ୟୁ ପୁରୀ ବାହୁଡ଼ାରେ ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଆହତ ଭୋଇ ସେବକଙ୍କ ମୃତ୍ୟୁ July 6, 2023 ଭୁବନେଶ୍ୱର/ପୁରୀ : ବାହୁଡ଼ା ଦିନ ପୁରୀରେ ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଆହତ ହୋଇଥିବା ଭୋଇ ସେବକ ନକୁଳ ଭୋଇଙ୍କ ଆଜି ମୃତ୍ୟୁ ହୋଇଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି... Read More