ବାଲେଶ୍ୱର ବ୍ୟାଡମିଣ୍ଟନ ସଂଘର ବାର୍ଷିକ ମହୋତ୍ସବ ଉଦ୍ଯାପିତ; ଖେଳାଳୀଙ୍କ ପାଇଁ ଜର୍ସି ଉନ୍ମୋଚିତ ବାଲେଶ୍ୱର ବାଲେଶ୍ୱର ବ୍ୟାଡମିଣ୍ଟନ ସଂଘର ବାର୍ଷିକ ମହୋତ୍ସବ ଉଦ୍ଯାପିତ; ଖେଳାଳୀଙ୍କ ପାଇଁ ଜର୍ସି ଉନ୍ମୋଚିତ October 28, 2022 ବାଲେଶ୍ୱର : ବାଲେଶ୍ୱର ସହର ସ୍ଥାନୀୟ ଭେନ୍ୟା ପାରାଡାଇସ କଲ୍ୟାଣ ମଣ୍ଡପଠାରେ ବାଲେଶ୍ୱର ବ୍ୟାଡମିଣ୍ଟନ ସଂଘର ବାର୍ଷିକ ମହୋତ୍ସବ ତଥା ପୁରଷ୍କାର ବିିତରଣ ଉତ୍ସବ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲାର ପ୍ରତିଷ୍ଠିତ ଶିଳ୍ପପତି,... Read More