ଅଣସର ପିଣ୍ଡିକୁ ବିଜେ କରୁଛନ୍ତି ଶ୍ରୀଜିଉ ପୁରୀ ଅଣସର ପିଣ୍ଡିକୁ ବିଜେ କରୁଛନ୍ତି ଶ୍ରୀଜିଉ June 24, 2021 ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉମାନେ ୧୦୮ ଗରାରେ ସୁବାସିତ ଜଳରେ ସ୍ନାନ କରିଛନ୍ତି । ସ୍ନାନ ପରେ ଶ୍ରୀଜିଉମାନଙ୍କୁ ଗଜାନନ ବେଶ କରାଯାଇଥିଲା । ଇତି ମଧ୍ୟରେ ସ୍ନାନମଣ୍ଡପରୁ... Read More