ଆନନ୍ଦବଜାରରେ ଅଣସୁଆର ମହାପ୍ରସାଦ ବିକ୍ରିରେ ଲାଗିବ କଟକଣା ପୁରୀ ଆନନ୍ଦବଜାରରେ ଅଣସୁଆର ମହାପ୍ରସାଦ ବିକ୍ରିରେ ଲାଗିବ କଟକଣା April 24, 2022 ପୁରୀ: ପୁରୀ ଶ୍ରୀମନ୍ଦିର ଆନନ୍ଦବଜାରରେ ଅଣସୁଆରଙ୍କ ମହାପ୍ରସାଦ ବିକ୍ରିରେ ଲାଗିବ କଟକଣା। କେବଳ ସ୍ବତ୍ବଲିପି ସ୍ୱୀକୃତ ସୁଆର ମହସୁଆରଙ୍କୁ ମହାପ୍ରସାଦ ବିକ୍ରି ପାଇଁ ମିଳିବ ଅନୁମତି। ଏଥିସହ କେବଳ ତାଲିକା ଅନୁସାରେ ବୋଝିଆଙ୍କୁ ମିଳିବ... Read More