ଗଞ୍ଜାମରେ ମିଶନ୍ ଶକ୍ତିକୁ ଫୋକସ୍ ! ଆହାର କେନ୍ଦ୍ର ସମ୍ପୂର୍ଣ୍ଣ ଦାୟିତ୍ଵ ତୁଲାଇବେ, ଖୋଲିବ ମଲ୍ ଓ ଭବନ ବ୍ରହ୍ମପୁର ଗଞ୍ଜାମରେ ମିଶନ୍ ଶକ୍ତିକୁ ଫୋକସ୍ ! ଆହାର କେନ୍ଦ୍ର ସମ୍ପୂର୍ଣ୍ଣ ଦାୟିତ୍ଵ ତୁଲାଇବେ, ଖୋଲିବ ମଲ୍ ଓ ଭବନ June 29, 2023 ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମିଶନ୍ ଶକ୍ତିକୁ ଅଧିକ ଫୋକସ୍ ଦିଆଯାଇଛି। ନାରୀ ସଶକ୍ତୀକରଣ, ମହିଳା ଏସ୍ଏଚ୍ଜିଙ୍କୁ ଆର୍ଥିକ ଦୃଷ୍ଟିରୁ ଅଧିକ ସ୍ଵାବଲମ୍ବୀ କରିବାକୁ ସେମାନଙ୍କ କାର୍ଯ୍ୟ ପରିସର ବୃଦ୍ଧି କରାଯାଇଛି। ଜିଲ୍ଲାର ହିଞ୍ଜିଳିକାଟୁ ପୌରପାଳିକା... Read More