ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ହେଲେ ପ୍ରଦୀପ ମାଝୀ ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ହେଲେ ପ୍ରଦୀପ ମାଝୀ November 4, 2022 ଭୁବନେଶ୍ୱର : ପ୍ରଦୀପ ମାଝୀଙ୍କୁ ମିଳିଛି ନୂଆ ଦାୟିତ୍ୱ । ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ବ ନେଇଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ରାଜ୍ୟର ୯ଟି ଆଦିବାସୀ ଅଧ୍ୟୁଷିତ ଜିଲାରେ... Read More