ଶ୍ରୀଜୀଉଙ୍କୁ ଲାଗିହେଲା ଅଧର ପଣା ପୁରୀ ଶ୍ରୀଜୀଉଙ୍କୁ ଲାଗିହେଲା ଅଧର ପଣା July 11, 2022 ପୁରୀ : ରଥ ଉପରେ ସୋମବାର ତିନି ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଛି । ରଥ ଉପରେ ମଧ୍ୟାହ୍ନ ଧୂପ ପରେ ଅଧର ପଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପ୍ରତି... Read More