ଆଦାନୀ ମାମଲାରେ କେନ୍ଦ୍ରକୁ ଟାର୍ଗେଟ୍ କଲେ ମମତା ଦେଶ-ବିଦେଶ ରାଜନୀତି ଆଦାନୀ ମାମଲାରେ କେନ୍ଦ୍ରକୁ ଟାର୍ଗେଟ୍ କଲେ ମମତା February 22, 2023 ନୂଆଦିଲ୍ଲୀ : ଆଦାନୀ ବିବାଦକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ କଡ଼ା ଆକ୍ରମଣ କରିଛନ୍ତି। ଆଦାନୀ ଗ୍ରୁପରେ ନିବେଶ ପାଇଁ କେନ୍ଦ୍ର ସରକାର ଏଲ୍ଆଇସି-ସିବିଆଇକୁ... Read More