ଆଳିରେ ଶିଆଳ ଆତଙ୍କ, ୨ଦିନରେ ୩୦ ଆହତ କେନ୍ଦ୍ରାପଡ଼ା ଆଳିରେ ଶିଆଳ ଆତଙ୍କ, ୨ଦିନରେ ୩୦ ଆହତ July 17, 2023 ଆଳି : କେନ୍ଦ୍ରାପଡା ଜିଲା ଆଳିରେ ଶିଆଳ ଆତଙ୍କ । ୨ଦିନରେ ୩୦ଜଣଙ୍କୁ କାମୁଡିଲାଣି ଶିଆଳ । ଲୋକେ ଘରୁ ବାହରିବାକୁ ଭୟ କରୁଛନ୍ତି । ଘରୁ ବାହାରିଲେ ଠେଙ୍ଗାବାଡି ଧରି ବାହାରୁଛନ୍ତି ।... Read More