ରାଜ୍ୟରେ ଜିଏସ୍ଟି ସଂଗ୍ରହରେ ୬୪% ଅଭିବୃଦ୍ଧି : ନଭେମ୍ବରରେ ୪,୧୩୬ କୋଟି ସଂଗ୍ରହ ରାଜ୍ୟ ରାଜ୍ୟରେ ଜିଏସ୍ଟି ସଂଗ୍ରହରେ ୬୪% ଅଭିବୃଦ୍ଧି : ନଭେମ୍ବରରେ ୪,୧୩୬ କୋଟି ସଂଗ୍ରହ December 3, 2021 ଭୁବନେଶ୍ୱର : ନଭେମ୍ବର, ୨୦୨୦ ରେ ୨୫୨୮ କୋଟି ଟଙ୍କା ତୁଳନାରେ ରାଜ୍ୟ ଗତ ମାସରେ ୪,୧୩୬ କୋଟି ଟଙ୍କା ଜିଏସ୍ଟି ସଂଗ୍ରହ କରିଛି । ଗତବର୍ଷ ନଭେମ୍ବର ମାସ ତୁଳନାରେ ଚଳିତ ନଭେମ୍ବରରେ... Read More