୧୨ ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର କେନ୍ଦୁଝର ୧୨ ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର October 20, 2021 ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରେବଣାପଳାଶପାଳ ଫରେଷ୍ଟ ବିଟ୍ ଅଧିନସ୍ଥ ତେନ୍ତୁଳିପୋଷି ଗାଁରୁ ଏକ ୧୨ଫୁଟ୍ ଲମ୍ବର ବିଶାଳ ଅଜଗର ସାପ ଉଦ୍ଧାର କରିଯାଇଛି । ସୂଚନା ଯେ, ଚିଲିକିଧରା ରେଲୱେ... Read More