ସନ୍ନି କପ ୨୦୨୩ ଅନ୍ତଃ ରାଜ୍ୟ ଟି-୨୦ ଟୁଣ୍ଣାମେଂଟ ଉଦଯାପିତ
ଜୟପୁର : ସନ୍ନି କପ ୨୦୨୩ ଅନ୍ତଃ ରାଜ୍ୟ ଟି-୨୦ ଟୁଣ୍ଣାମେଂଟ ଉଦଯାପିତ ହୋଇଛି । ସନ୍ନି କ୍ରିକେଟ ବ୍ଲକ ତରଫରୁ ଜୟପୁର ବିକ୍ରମ ଦେବ କଲେଜ ପଡିଆ ରେ ଅନୁଷ୍ଟିତ ହୋଇଛି । ସ୍ୱର୍ଗତ ଗୋପାଳ କୃଷ୍ଣ ପଟ୍ଟନାୟକ, ଶରତ ଚନ୍ଦ୍ର ତ୍ରିପାଠୀଙ୍କ ସ୍ମୃୁତି ଉଦ୍ଦେଷ୍ୟରେ ଏହି କ୍ରିକେଟ ଟୁଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା । ହାଇଦ୍ରାବାଦର କୋନାସିହିମା କିଙ୍ଗସ ଓ ସମ୍ବରପୁରର ଏମ୍ଏମସିସି ମଧ୍ୟରେ ଖେଳ ଅନୁଷ୍ଟିତ ହୋଇଥିଲା । ଏହି ଉଦଯାପନି ଉତ୍ସବରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟ ଓ ଉପ ବଜିୟ ଟିମ କୁ ପୁରସ୍କୁୃତ କରିଥିଲେ ।
