ରାଉରକେଲା ସିଟି ଫେଷ୍ଟିଭାଲରେ ମୟୁରଭଂଜର ଦୁଇ ଖେଳାଳିଙ୍କ ସଫଳତା
ବାରିପଦା : ଓଡିଶା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ରାଉରକେଲାର ମେଲଣ ପଡିଆରେ ଆୟୋଜିତ ରାଉରକେଲା ସିଟି ଫେଷ୍ଟିଭାଲ ୨୧ ତାରିଖ ଦିନ ୧୦ କିଲୋମିଟର ଉଭୟ ପୁରୁଷ ଓ ମହିଳା ମାରାଥନ ଦୌଡ଼ରେ ମୟୁରଭଂଜର ସନ୍ଧ୍ୟାରାଣୀ ମୁର୍ମୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଓ ସେହିପରି ୫ କିଲୋମିଟର ୱାକାଥନରେ ମୟୁରଭଂଜର ଦଲଣ ଚନ୍ଦ୍ର କୁଅଁର ଦେଓ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି ଓ ସନ୍ଧ୍ୟାଙ୍କୁ ପ୍ରମାଣ ପତ୍ର ସହ ନଗଦ ୧୦ ହଜାର ଓ ଦଲଣଙ୍କୁ ପ୍ରମାଣ ପତ୍ର ସହ ନଗଦ ୫ ହଜାର ଟଙ୍କା ପୁରସ୍କାର ମିଳିଛି ଓ ଏହି କୃତିତ୍ୱ ପାଇଁ ଉଭୟ ଖେଳାଳିଙ୍କୁ ବହୁ ପ୍ରଶଂସା କରାଯାଇଛି ଓ
