ଆରଏସଏସର ସରକାର୍ଯ୍ୟବାହ ଦତାତ୍ରେୟ ସାତ ଦିନିଆ ଗସ୍ତରେ ଲକ୍ଷ୍ନୌରେ ପହଂଚିବେ
ଲକ୍ଷ୍ନୌ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସର କାର୍ଯ୍ୟବାହ ଦତାତ୍ରେୟ ହୋସବାଲେ ଜାନୁଆରୀ୧୦ରେ ଉତର ପ୍ରଦେଶର ସାତ ଦିନିଆ ଗସ୍ତରେ ଲକ୍ଷ୍ନୌରେ ପହଂଚିବେ । ସେ ୧୬ ଜାନୁୟାରୀ ପର୍ଯ୍ୟନ୍ତ ପୂର୍ବ ଉତରପ୍ରଦେଶ ଅଂଚଳର ପ୍ରବାସରେ ରହିବେ । ଏହି ସମୟ ମଧ୍ୟରେ ସରକାର୍ଯ୍ୟବାହ ସଂଘର କ୍ଷେତ୍ରୀୟ ଏବଂ ପ୍ରାନ୍ତୀୟ ଅଧିକାରୀମାନଙ୍କ ସହିତ ଅଲଗା ବୈଠକ କରିବେ ।
