ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ ! ୧୦ ହଜାର ଟଙ୍କା ନିବେଶ କରିଦେବ ଆପଣଙ୍କୁ ଲକ୍ଷପତି, ଆଜି ହିଁ ଉଠାନ୍ତୁ ଫାଇଦା…
ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ ୧୦ ହଜାର ଟଙ୍କା ନିବେଶ କରନ୍ତୁ ପାଇବେ ୧୬ ଲକ୍ଷ ଟଙ୍କା | ତେବେ ଦର୍ଶକବନ୍ଧୁ ଆପଣ ଏମିତି ଜାଗାରେ ଟଙ୍କା ନିବେଶ କରିବା କଥା ଯେଉଁଠି ଆପଣଙ୍କ ଟଙ୍କା ଶୀଘ୍ର ରହିବା ସହ ରିସ୍କ ରିକ କମ ରହିବ ତା ସହିତ ରିଟର୍ନ ମଧ୍ୟ ଭଲ ରହିବ | ନା ରହିବ ରିକ୍ସ ନା ରହିବ ଅଙ୍କସେପ ରଚିତା କେବଳ କେବଳ ସୁରକ୍ଷିତ ହିଁ ସୁରକ୍ଷିତ | ତେବେ ଆଜି ଆମେ ଏମିତି ନିବେଶ ବିଷୟରେ ଜଣେଇବୁ ଯେଉଁଥିରେ ରିସ୍କ ନଥିବା ସହିତ ରିଟର୍ନ ମଧ୍ୟ ବଢିଆ ମିଳିବ |
ଦର୍ଶକବନ୍ଧୁ ଆମେ ଆପଣଙ୍କୁ କହିବୁ ପୋଷ୍ଟ ଅଫିସର ରିକରିଙ୍ଗ ଡିପୋଜିଟ ବିଷୟରେ | ତେବେ ଆସନ୍ତୁ ଜାଣିବା କେମିତି କରିବେ ପୋଷ୍ଟ ଅଫିସ ଆର୍ଟି ନିବେଶ | ପୋଷ୍ଟ ଅଫିସ ଆର୍ଟି ଡିପୋଜିଟ ଫଲୋ ସୁଧ ସହିତ ଛୋଟ କିସ୍ତି ଜମା କରିବାର ସରକାରୀ ଗ୍ୟାରେଣ୍ଟି ଯୋଜନା | ଏଥିରେ ଆପଣ ୧୦୦ ଟଙ୍କାର ଛୋଟ ରାଶିର ନିବେଶରୁ ହିଁ ଆପଣ ଆରମ୍ଭ କରିପାରିବେ | ନିବେଶର ଅଧିକତମ ଲିମିଟ ନାହିଁ ଅର୍ଥାତ ଆପଣ ଯେତେ ଚାହିଁବେ ସେତେ ଟଙ୍କା ଏଥିରେ ଇନଭେଷ୍ଟ କରିପାରିବେ |
ଏହି ସ୍କିମ ପାଇଁ ଆକାଉଣ୍ଟ ୫ ବର୍ଷ ପାଇଁ ଖୋଲାଯାଇଥାଏ କିନ୍ତୁ ପୋଷ୍ଟ ଅଫିସ ୬ ମାସ, ୧ ବର୍ଷ ,ଦୁଇ ବର୍ଷ ଏବଂ ତିନି ବର୍ଷ ପାଇଁ ରିକରିଙ୍ଗ ଏକାଉଣ୍ଟ ଡିପୋଜିଟ ସୁବିଧା ଦେଇଥାଏ | ଏଥିରେ ଜମା ଟଙ୍କା ଉପରେ ସୁଧ ପ୍ରତି ୩ ମାସ କାଲକୁଲେସନ କରାଯାଏ ଏବଂ ପ୍ରତି ତିନି ମାସ ଶେଷରେ ଆପଣଙ୍କ ଆକାଉଣ୍ଟରେ ଯୋଡ଼ି ଦିଆଯାଇଥାଏ | ରିକରିଙ୍ଗ ଡିପୋଜିଟ ସ୍କିମରେ ୫.୮ ପ୍ରତିଶତ ସୁଧ ମିଳୁଛି |
ଭାରତ ସରକାର ସମସ୍ତ ଛୋଟ ସଞ୍ଚୟ ଯୋଜନାର ସୁଧ ଦର ପ୍ରତି 3 ମାସରେ ଧାର୍ଯ୍ୟ କରାଯାଏ | ଯଦି ଆପଣ ପ୍ରତି ମାସ ପୋଷ୍ଟ ଅଫିସର ସ୍କିମରେ ୧୦,୦୦୦ ଟଙ୍କା ୧୦ ବର୍ଷ ପର୍ଯ୍ୟନ୍ତ ନିବେଶ କରୁଛନ୍ତି ତାହେଲେ ଆପଣଙ୍କୁ ୧୦ ବର୍ଷ ପରେ ୫.୮ ପ୍ରତିଶତ ସୁଧ ଉପରେ ୧୬ ଲକ୍ଷ ଟଙ୍କାରୁ ଅଧିକ ରାଶି ମିଳିବ | କିନ୍ତୁ ଜମା କରିବା ପୂର୍ବରୁ ଆର୍ଟି ଅଫିସର ଜରୁରୀ କଥା ଜାଣି ନିଅନ୍ତୁ | ଖାତାରେ ଆପଣଙ୍କୁ ରେଗୁଲାର ଟଙ୍କା ଜମା କରିବାର ପଡ଼ିଥାଏ ,ଯଦି ଆପଣ ଖାତାରେ ଟଙ୍କା ଜମା କରିପାରିବେନି ତାହେଲେ ଆପଣଙ୍କୁ ପ୍ରତିମାସ ୧ ପ୍ରତିଶତ ଜୋରିମାନା ମଧ୍ୟ ଦେବାକୁ ହେବ | ଚାରିଟି କିସ୍ତି ଭରିଲା ଆପଣଙ୍କ ଖାତାକୁ ବନ୍ଦ କରିଦିଆଯାଏ |
