ପଂଚାୟତିରାଜ ମନ୍ତଣାଳୟ ଶୁକ୍ରବାରଦିନ ରାଜ୍ୟମାନଙ୍କ ସହିତ କରିବ ପରାମର୍ଶ ବୈଠକ
ନୁଆଦିଲ୍ଲୀ : ପଂଚାୟତରାଜ ମନ୍ତଣାଳୟ ଶୁକ୍ରବାରଦିନ ନୁଆଦିଲ୍ଲୀରେ ପଂଚାୟତିରାଜ ସଂସ୍ଥାନ ପାଇଁ ୧୫ତମ ଆର୍ଥିକ ବର୍ଷ ଅନ୍ତର୍ଗତ ଅନଲାଇନ ଲେଖା ପରିକ୍ଷା ତଥା ରିଲିଜ୍ ପ୍ରକ୍ରିୟା ଉପରେ ରାଜ୍ୟମାନଙ୍କ ସହିତ ପରାମର୍ଶ ପାଇଁ ବୈଠକ ଡକାଇଛନ୍ତି । ଏହି ବୈଠକରେ ପଂଚାଚାୟତ ରାଜର ସଚିବ ସୁନିଲ କୁମାର ଅଧ୍ୟକ୍ଷତା କରିବେ । ବୈଠକରେ ପଂଚାୟତିରାଜ ମନ୍ତ୍ରଣାଳୟର ସଚିବ ଡା ଚନ୍ଦ୍ରଶେଖର କୁମାର ଏବଂ ସଂଯୁକ୍ତ ସଚିବ ଆଲୋକ ପ୍ରେମ ନାଗର ଉପସ୍ଥିତ ରହିବେ ।
