ଓଏସ୍ଏସ୍ସି ଗ୍ରାଜୁଏଟ ଲେବଲ କମ୍ପିଟେଟିଭ୍ ପରୀକ୍ଷା ପାଇଁ ବିଜ୍ଞାପନ ପ୍ରକାଶିତ, ୯୪୩ ପଦବୀରେ ହେବ ପରୀକ୍ଷା
ଭୁବନେଶ୍ବର : ପ୍ରକାଶ ପାଇଲା ଓଏସ୍ଏସ୍ସି ଗ୍ରାଜୁଏଟ ଲେବଲ କମ୍ପିଟେଟିଭ୍ ପରୀକ୍ଷା ପାଇଁ ବିଜ୍ଞାପନ। ୯୪୩ ଟି ପଦବୀ ପାଇଁ ପରୀକ୍ଷା ହେବ। ଗ୍ରୁପ୍ ବିରେ ୬୯୯ଟି ପଦବୀ, ଗ୍ରୁପ୍ ସିରେ ୨୪୪ଟି ପଦବୀ। ନଭେମ୍ବର ୧୧ରୁ ଅନ୍ଲାଇନ୍ରେ ଆବେଦନ କରିହେବ। ଡିସେମ୍ବର ୧୦ ଆବେଦନର ଶେଷ ତାରିଖ ରହିଛି।
ଟ୍ଵିଟ୍ ଯୋଗେ ସୂଚନା ଦେଲେ ଓଏସଏସସିର ଅଧ୍ୟକ୍ଷ ଅଭୟ। କ୍ୟାବିନେଟର ନିଷ୍ପତ୍ତି ପରେ ପ୍ରଥମଥର ଓଏସ୍ଏସ୍ସି ମିଳିତ ପରୀକ୍ଷା କରୁଛି।
