ନବୋଦୟ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅଧିନ ବାରୋ ଠାରେ ଥିବା ଜୱାହର ନବୋଦୟ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ରୁଦ୍ର ପ୍ରସାଦ ସାହୁ ଯୋଗ ଦେଇଥିବା ଜଣାପଡିଛି । କିଛିଦିନ ହେବ ଏହି ପଦବୀ ଖାଲି ପଡିଥିବା ବେଳେ ଶ୍ରୀ ସାହୁଙ୍କୁ ଏହାର ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇ ଥିବାବେଳେ ସେ ମଙ୍ଗଳବାର ପହଁଚି ଦାୟିତ୍ୱ ଗ୍ରହଣ କରିଥିବା ସୂଚନା ମିଳିଛି ।
