ବଡ଼ଖବର : ନିଟ ପିଜି କାଉନସିଲିଂ ସ୍ଥଗିତ ନିର୍ଦ୍ଦେଶ
ନୂଆଦିଲ୍ଲୀ : ନିଟ ପିଜି କାଉନସିଲିଂ ସ୍ଥଗିତ ନିର୍ଦ୍ଦେଶ। ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ OBC ଓ EWS ପାଇଁ ସଂରକ୍ଷଣ ବୈଧତାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ସଂରକ୍ଷଣ ବୈଧତା ନେଇ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ସର୍ବଭାରତୀୟ କୋଟାରେ ସଂରକ୍ଷଣ ନେଇ ସରକାର ନିଷ୍ପତ୍ତି ନେଇଥିଲେ।
