ମୟୂରଭଞ୍ଜ-୧ ବିଜୁ ମହିଳା ଜନତା ଦଳ ପୁନର୍ଗଠିତ
ବାରିପଦା : ବିଜୁ ଜନତା ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁଦାନ କ୍ରମେ ବିଜୁ ମହିଳା ଜନତା ଦଳର ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଦ୍ୱାରା ଏବଂ ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ବିଧାୟକ ଏବଂ ମୟୂରଭଞ୍ଜ ଜିଲ୍ଲା ପଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ମହିଳା ପଯ୍ୟବେକ୍ଷକ ଉର୍ମୀଲତା ଦାସ, ସହ-ପଯ୍ୟବେକ୍ଷକ ଶ୍ରୀଯୁକ୍ତ ଜନ୍ମେଜୟ ଲେଙ୍କାଙ୍କ ତତ୍ୱାବଧାନରେ ଏବଂ ଜିଲ୍ଲା ମହିଳା ସଭାପତି ଦୀପ୍ତିଲତା ମିଶ୍ରଙ୍କ ସହଯୋଗରେ ବିଜୁ ମହିଳା ଜନତା ଦଳ ମୟୂରଭଞ୍ଜ-୧ ଜିଲ୍ଲା କମିଟି ଘୋଷଣା କରାଯାଇଅଛି । ଏହି କମିଟିରେ କାର୍ଯ୍ୟକାରୀ ସଭାପତି ଭାବେ ସବିତା ହାଁସଦାଃ, ୧୨ ଜଣ ଉପ-ସଭାପତି, ଦ୍ରୌପଦୀ ସାହୁ, ସରପତୀ ଟୁଡୁ, କାଜଲ ମାର୍ଣ୍ଡି, ପ୍ରେମଲତା ଜେନା, କଳ୍ପନା ଗିରି, ସୁଲୋଚନା ରାଉତ, ଗୀତାରାଣୀ ବେହେରା, ସାଳତୀ ମୁର୍ମୁ, ନିବେଦିତା ସାହୁ, ଭାନୁମତୀ ଦାସ, ବବିତା ଦାସ, ରସ୍ମିତା ମହାପାତ୍ର, ୧୧ ଜଣ ସାଧାରଣ ସମ୍ପାଦକ- ମୁର୍ଚ୍ଚନା ମହାନ୍ତି, ରଞ୍ଜିତା ମହାନ୍ତ, ମିନାକ୍ସି ସୋରେନ, ସୁକୁମାରୀ ବାସ୍କେ, ମଳୟ ପତି, ଅଞ୍ଜଳି ଦାସ, ମଧୁସ୍ମିତା କୁଅଁରବାବୁ, ବାସନ୍ତୀ ଖଣ୍ଡେଇ, ସୁଭଦ୍ରା ବିନ୍ଧାଣୀ, ମନାଲୀକା ରାଉତ୍, ଲଳିତା ବିଶୋଇ, ୧୮ଜଣ ସମ୍ପାଦକ- ଜ୍ୟେସ୍ନା ବିନ୍ଧାଣୀ, ପାର୍ବତୀ ସିଂ, ନମିତା ଦେବାବୁ, ଆରତୀ ସି, ଫୁଲମଣୀ ଟୁଡୁ, କାପୁରାମଣି ହାଁସଦା, ଗୀତିକା ଦଣ୍ଡପାଟ, ପାର୍ବତୀ ହେମ୍ବ୍ରମ, ପୁଷ୍ପଲତା ମାର୍ଣ୍ଡି, ଜାପାନୀ ମାଝି, ସଂଯୁକ୍ତା ପାତ୍ର, ଲାବଣ୍ୟବତି ମହାନ୍ତ, ରେବତୀ ବେହେରା, ଭାରତୀ ବାରିକ୍, ବାସା ବାସ୍କେ, ଡଲି ହାଁସଦାଃ, ସୁମିିତ୍ରାରାଣୀ ଜେନା, ରାଜଲକ୍ଷ୍ମୀ ସାହୁ, ୧୧ଜଣ ସହ-ସମ୍ପାଦକ- ଇନ୍ଦୁମତି ଗଚ୍ଛାୟତ, ରେଣୁକା ବିନ୍ଧାଣୀ, ଜ୍ୟେସ୍ନା ହାଁସଦାଃ, ପ୍ରତିଭା କର, ଉର୍ମିଳା ନାଏକ, ସବିତା ମହାନ୍ତ, ଶ୍ରାବଣୀ ଲେଙ୍କା, ସାଗରିକା ଭଞ୍ଜ, ବାସନ୍ତୀ ବେହେରା, ଶାନ୍ତିଲତା ରାଉତ୍, ବାସନ୍ତୀ ମୁର୍ମୁ, କାବେରୀ ବେହେରା, ଶାନ୍ତିଲତା ପରିଡା, କୁନ୍ତଳା ମହାନ୍ତ, ଭାରତୀ ଦାସବାବୁ, ଶକୁନ୍ତଳା ଧଳ, ପୁର୍ଣ୍ଣିମା ନାଏକ, ମୀରାବାଳା ମହାରଣା, କାର୍ଯ୍ୟାଳୟ ସମ୍ପାଦକ ଭାବେ ସଂନ୍ଧ୍ୟାରାଣୀ ଦାସ, କଷାଧ୍ୟକ୍ଷ ଫିରଜା ବେଗମ୍, ଗଣମାଧ୍ୟମ ସଂଯୋଜକ ସିଲୁପମା ସାହୁ ଏବଂ ମାନି ଗିରି, ବ୍ଲକ ସଭାପତି ଭାବେ ଅନିମା ବେହେରା (ବାଙ୍ଗିରିପୋଷି) ନନ୍ଦିନୀ ମହାନ୍ତ (କୁଳିଅଣା), ଗୀତାଞ୍ଜଳୀ ସିଂ (ଶ୍ୟାମାଖୁଣା୍ଟ), ଉଜ୍ଜଇନୀ ବେହେରା (ରାସଗୋବିନ୍ଦପୁର), ବିଦ୍ୟତ୍ ପ୍ରଭା ବେହେରା (ମୋରଡା), ସୁମିତ୍ରା ବାରିକ୍ (ଶୁଳିଆପଦା), ଲକ୍ଷ୍ମୀ ସିଂ (ବଡସାହି), ସ୍ନେହଲତା ପାଣୀ (ବେତନଟୀ), କବିତା ସିଂ (ବାରିପଦା), ଲୀପିନା ଦାସ (ଖୁଣ୍ଟା), ସସ୍ମିତା ବାରିକ୍, (କପ୍ତିପଦା), ବିଷ୍ଣୁପ୍ରିୟା ପଣ୍ଡା (ଉଦଳା), ଜୟନ୍ତୀ ପଣ୍ଡା (ଜି.ବି.ନଗର), ବାରିପଦା ମୁନିସିପାଲିଟି ପାଇଁ ସୁରଭି ଦାସ ଏବଂ ଉଦଳା ଏନ.ଏ.ସି. ପାଇଁ ବିଜୟା ବାରିକ୍, କାର୍ଯ୍ୟକାରୀ ସଭାପତି ଭାବେ ମଧୁସ୍ମିତା ଚୋବେ (ରାସଗୋବିନ୍ଦପୁର), ମମତା ମହାନ୍ତ (ବଡସାହି), ଜଲିରାଣୀ ମହାନ୍ତି (ଜି.ବି.ନଗର) ମନୋନିତ ହୋଇଛନ୍ତି । ନୂତନ ଭାବରେ ଦାୟୀତ୍ୱ ପ୍ରାପ୍ତ ମୟୂରଭଞ୍ଜ-୧ ଜିଲ୍ଲା କମିଟି ବିଜୁ ମହିଳା ଜନତା ଦଳର ବି.ଜେ.ଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ମୋରଡା ବିଧାୟକ, ରାଜକିଶୋର ଦାସ, ମୟୂରଭଞ୍ଜ ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ.ଦେବାଶିଷ ମାର୍ଣ୍ଡି, ଉପାଧ୍ୟକ୍ଷ କମଳା ତିରିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ଭାରତୀ ହାଁସଦା. ବାରିପଦା ପୌରପରିଷଦର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ, ପୂର୍ବତନ ବିଧାୟକ ଭାଦବ ହାଁସଦାଃ, ଶ୍ରୀନାଥ ସୋରେନ, ଗଣେଶ୍ୱର ପାତ୍ର ପ୍ରମୁଖ ସାଦର ଶୁଭଚ୍ଛା ସହ ଅଭିନନ୍ଦନ ଜ୍ଞାପନ କରିଛନ୍ତି ଏବଂ ବିଜୁ ମହିଳା ଜନତା ଦଳ ତୃଣ ମୂଳ ସ୍ତରରେ ଅଧିକ ଦୃଢ ହେବ ଆଶା ପ୍ରକଟ କରିଛନ୍ତି ।
