ମହିଳାମାନେ ପୂଜା କରିବା ପୂର୍ବରୁ କିଛି ବିଶେଷ କଥା ଜାଣି ରଖନ୍ତୁ !
ବନ୍ଧୁଗଣ କଣ ସ୍ତ୍ରୀ ମାନଙ୍କୁ ଭଗବାନ ହନୁମାନଙ୍କୁ ପୂଜା ଆରାଧନା ଉଚିତ ନୁହେଁ, କଣ ହନୁମାନଙ୍କୁ ମାନି ପୂଜା ଆରୋଧନା କରିପାରିବା। ସ୍ତ୍ରୀ ମାନେ ବି ମଧ୍ୟ ହନୁମାନ ପୂଜା ଏବଂ ହନୁମାନ ଚାଳିସା ପଢିପାରିବେ ଏବଂ ଭଗବାନ ହନୁମାନଙ୍କର ଆରାଧନା ମଧ୍ୟ ସ୍ତ୍ରୀ ମାନେ କରିପାରିବେ। ପରନ୍ତୁ ସ୍ତ୍ରୀ ମାନଙ୍କୁ ସେ ସ୍ତ୍ରୀ ହେଉନ୍ତି ଅବା ପୁରୁଷ ମୂର୍ତି ମାନଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ। ଲୋକମାନେ ଆଜିକାଲି ବଡ଼ ନବୁଝିଲା ପରିକା ହେଉଛନ୍ତି। କିଛି ବି ତାଙ୍କୁ କୁହ ସେମାନେ ଶୁଣନ୍ତି ନାହିଁ। କିନ୍ତୁ ଭଗବାନଙ୍କୁ ଛୁଇଁବା ଠିକ ନୁହେଁ। ତଥାପି ତାଙ୍କୁ ଯଦି ମୌକା ମିଳେ ତ ସେମାନେ ଭଗବାନଙ୍କ ପାଦ ତଳେ ପଡିଯାନ୍ତି। ଯାହାକୁ କି ଶାସ୍ତ୍ର ବୋଲି ମାନିଥାଏ।
ଭଗବାନଙ୍କ ସ୍ପର୍ଶ ହିଁ କେବଳ ପୂଜାରେ ହିଁ କରିପାରିବେ। ସେମାନଙ୍କୁ ଲାଗେ କି ସ୍ପର୍ଶ କଲେ ଭଗବାନ ଖୁସି ହୋଇଯିବେ। ଯାହାକି ପୁରା ପୁରି ଭୁଲ ଅଟେ। ଭଗବାନଙ୍କୁ ଦେଖାକର। ଭଗବାନ ହନୁମାନଙ୍କୁ ମଧ୍ୟ ଦେଖାକର। ଛୁଅନ୍ତୁ ନାହିଁ। କିଏ ପବିତ୍ର କିଏ ଅପବିତ୍ର କାହାର କେଉଁ ଅବସ୍ଥା ଏହିପରି ଭାବରେ ଆମେ ଯାଇକି ଭଗବାନଙ୍କୁ ଛୁଇଁଦେଉ। ଛୁଇଁବାରେ କଣ ଅଛି ଦର୍ଶନ କରନ୍ତୁ। ମନ ଲଗେଇକି ଧ୍ୟାନ କରନ୍ତୁ, ଜପ କରନ୍ତୁ, ତପ କରନ୍ତୁ ଏସବୁ ଠିକ ଅଛି କିନ୍ତୁ କେବଳ ସ୍ପର୍ଶ କରନ୍ତୁ ନାହିଁ। ମୂର୍ତ୍ତିର ସ୍ପର୍ଶ କାହାକୁ ବି କରିବା ଠିକ ନୁହେଁ କେବଳ ପୂଜାରୀ ବ୍ୟତୀତ କାରଣ ସେ ଗାଧୋଇ ସବୁ କର୍ମ ସାରି କେବଳ ଭଗବାନଙ୍କର ସେବା କରେ।
କିନ୍ତୁ ଆମେ ଗାଧୋଇଲେ ମଧ୍ୟ ଚପଲ ପିନ୍ଧିକି ମନ୍ଦିରକୁ ଯାଇଥାଉ ପୁଣି ଆସିବା ବାଟରେ ମଧ୍ୟ କୁକୁର ହେଉ ବିଲେଇ ହେଉ ଆମକୁ ଛୁଇଁ ଦେଇଥାନ୍ତି। ଏହାପରେ ଆମେ ଯାଇ ଭଗବାନଙ୍କୁ ଛୁଇଁଦେଉ କଣ ଏହା ଠିକ ଅଟେ। ଦେଖନ୍ତୁ ଭଗବାନ ତାଙ୍କ ଜାଗାରେ କେତେ ପବିତ୍ର ଆଉ ସୁନ୍ଦର ଦେଖାଯାଉଛନ୍ତି କିନ୍ତୁ ଆପଣ ଓଲଟା ଭାବୁଛନ୍ତି ଛୁଇଁଲେ କଣ ଭଗବାନ ରାଗିଯିବେ, ଆପଣ ନିଜକୁ ନିଜେ ଦେଖନ୍ତୁ ଭଗବାନ ତାଙ୍କ ଜାଗାରେ କେତେ ସୁନ୍ଦର ଦେଖାଯାଉଛନ୍ତି।
