ଘରେ ଲାଗିରହୁଛି କି ଅଶାନ୍ତି ? ପାଳନ କରନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ଏହି ମନ୍ତ୍ର, ଦୂର ହେବ ସମସ୍ତ ସମସ୍ୟା
ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବରେ ଜଣାଶୁଣା । ଶ୍ରୀକୃଷ୍ଣଙ୍କ ସାରା ବିଶ୍ୱରେ ରହିଛନ୍ତି, ସନାତନ ମାନ୍ୟତା ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ପଛରେ ସାରା ବ୍ରହ୍ମାଣ୍ଡରେ ବିଦିତ । ଯାହା ଆମ ସମସ୍ତଙ୍କ ପାଇଁ ପରିଚିତ । ମାନ୍ୟତା ରହିଛି ଯେ ଜୀବନର ସମସ୍ତ କଷ୍ଟ ଓ ଆର୍ଥିକ ଅନାଟନ ସହିତ ସମସ୍ତ ସମସ୍ୟା ଦୂର ହୋଇଥାଏ ।
–ପରିବାରର ସମସ୍ତ କଳହ ଓ କ୍ଳେଶ ଦୂର କରିବା ପାଇଁ ପ୍ରତିଦିନ ସକାଳୁ ସ୍ନାନ କରି ସାରିବା ପରେ କୁହନ୍ତୁ ‘କୃଷ୍ନାୟ ବାସୁଦେବାୟ ହରାୟେ ପରମାତ୍ମନେ, ପ୍ରଣତ କ୍ଳେଷନାଶୟ ଗୋବିନ୍ଦାୟ ନମୋ ନମଃ’ ।
–ଯଦି ବିବାହ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖାଦେଉଛି କିମ୍ବା ବିବାହ କାର୍ଯ୍ୟରେ ବିଳମ୍ବିତ ହେଉଛି ତେବେ ଏହି ଦିବ୍ୟ ମନ୍ତ୍ର ନିହାତି ପାଠ କରନ୍ତୁ ‘କ୍ଲିଙ୍ଗ କୃଷ୍ନାୟ ଗୋବିନ୍ଦାୟ ଗୋପୀଜନବଲ୍ଲଭାୟ ସ୍ୱାହା’।
– ‘ଶ୍ରୀ କୄଙ୍ଗ କୃଷ୍ଣ ଆକୃଷ୍ଣlୟ ନମଃ’ – ଏହି ମନ୍ତ୍ରଟି ଶ୍ରୀକୃଷ୍ଣଙ୍କର ଗୋଟିଏ ମୂଳମନ୍ତ୍ର ଅଟେ । ଯାହାର ପ୍ରୟୋଗ ଦ୍ୱାରା ବ୍ୟକ୍ତି ଧନ ପ୍ରାପ୍ତି କରିଥାଏ । ଏହା ବ୍ୟତୀତ ପରିବାରରେ ସୁଖର ବର୍ଷା ହୋଇଥାଏ ।
–’ଓଂ ଶ୍ରୀଙ୍ଗ ନମଃ ଶ୍ରୀକୃଷ୍ଣlୟ ପରିପୂର୍ଣତମାୟ ସ୍ୱାହା’ – ଏହା କୌଣସି ସାଧାରଣ ମନ୍ତ୍ର ନୁହେଁ, ଏହା ଶ୍ରୀକୃଷ୍ଣଙ୍କ ର ଦିବ୍ୟ ସପ୍ତାକ୍ଷର ମନ୍ତ୍ର ଅଟେ । ଏହି ମନ୍ତ୍ରକୁ ୧୦୮ ଥର ଜପ କରିବା ଆବଶ୍ୟକ । ଏହି ମନ୍ତ୍ରଟି ଜୀବନର ସମସ୍ତ ଦୁଃଖ ଦୂର କରିଥାଏ । ଏହି ମନ୍ତ୍ର ଜପ କରିବା ସମୟରେ ହୋମ ଯଜ୍ଞାଦି କରିବା ଦ୍ୱାରା ଅଧିକ ଫଳପ୍ରଦ ହୋଇଥାଏ ।
–’ଗୋଲୁଳ ନାଥାୟ ନମଃ’ – ଏହି ୮ ଅକ୍ଷର ବିଶିଷ୍ଠ ଶ୍ରୀକୃଷ୍ଣଙ୍କ ମନ୍ତ୍ର ଜପ କରିବା ଦ୍ୱାରା ତାର ସମସ୍ତ ଇଛା ପୂରଣ ହୋଇଥାଏ । ଭୌତିକ ସୁଖ ପାଇଁ ଓ ନିଜ ମନର ମନୋସ୍କାମନା ପୂରଣ କରିବା ପାଇଁ ଠିକ ଭାବରେ ଉଚ୍ଚାରଣ କରିବା ଉଚିତ ।
–’କ୍ଳିଙ୍ଗ ଗ୍ଲୋଙ୍ଗ କ୍ଳିଙ୍ଗ ଶ୍ୟାମଲଙ୍ଗାୟା’ – ଆର୍ଥିକ କଷ୍ଟ ଦୂର କରିବା ପାଇଁ ଓ ସମସ୍ତ ସିଦ୍ଧି ପ୍ରାପ୍ତି କରିବା ପାଇଁ ଏହି ମନ୍ତ୍ର ଖୁବ ଉପଯୋଗୀ । ଏହାଛଡା ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ହୋଇଥାଏ ।
–’ଓଂ ନମୋ ଭଗବତେ ଗୋବିନ୍ଦାୟ ନମଃ’ – ଏହା ଗୋଟିଏ ଏଭଳି ଦିବ୍ୟ ମନ୍ତ୍ର ଯାହାକି ବିବାହ ସହିତ ଯୋଡି ହୋଇଥାଏ, ପ୍ରତ୍ୟେକ ଜାତକ ର ବ୍ୟକ୍ତି ଏହି ମନ୍ତ୍ରକୁ ଜପ କରିବା ଉଚିତ ।
