ଟଳିଲା ଅଘଟଣ : ହାଇଦ୍ରାବାଦ ଜୁରେ ସିଂହ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ !
ହାଇଦ୍ରାବାଦ : ହାଇଦ୍ରାବାଦ ସ୍ଥିତ ନେହେରୁ ଜୁଲଜିକାଲ ପାର୍କରେ ଏକ ନିଶ୍ଚିତ ଅଘଟଣ ଟଳିଛି । ଅଳ୍ପ କିଛି ସମୟ ପାଇଁ ଟେନସନରେ ଥିବା କର୍ତ୍ତୃପକ୍ଷ ଆଶ୍ବସ୍ତି ପାଇଛନ୍ତି । ଚିଡିଆଖାନା ସ୍ଥିତି ଏକ ସିଂହ ଖୁଆଡ ଉପରକୁ ଜଣେ ଯୁବକ ଚାଲିଆସିବା ପରେ ସଭିଏଁ ଚିନ୍ତିତ ଏବଂ ଆବାକ ହୋଇଯାଇଥିଲେ । କାରଣ ଯୁବକଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରୁଥିଲା ସିଂହଟି, କିନ୍ତୁ ସୌଭାଗ୍ୟବସତଃ ଅଳ୍ପକେ ବର୍ତ୍ତିଗଲେ ଯୁବକ ଜଣକ ।
