ହାଓଡାର ଘଟଣା ଦୁର୍ଭାଗ୍ୟ ଜନକ – କେନ୍ଦ୍ରୀୟମନ୍ତ୍ରୀ ଜୀ କୀଶନ ରେଡ୍ଡୀ
ସିଲିଗୁଡି : ହାଓଡାରେ ହିଂସା ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୀ କିଶନ ରେଡ୍ଡୀ । ରାଜ୍ୟର ଆଇନ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ଦାୟି୍ତ୍ୱ ଇ ରେଡ୍ଡୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଏଭଳି ଘଟାଣା ନ ଘଟୁ । ଜୀ ୨୦ ସମ୍ମେଳନରେ ସାମିଲ ହେବାକୁ ସିଲିଗୁଡୀ ପହଂଚିବାପରେ ଜୀ କିଶନ ରେଡ୍ଡୀ ଶନିବାରଦିନ ହାଓଡା ଘଟଣା ଉପରେ ଏହି ପ୍ରତିକ୍ରିୟା ଦେଇଛନ୍ତି ।
